أَشْرَقَتْ أَنْوَارْ مُحَمَّد
ମୁହମ୍ମଦଙ୍କ ଜ୍ୟୋତି ଉଦ୍ଭାସିତ ହେଲା
Or
Or
أَشْرَقَتْ أَنْوَارْ مُحَمَّد
عِنْدَمَا هَلَّ الْرَّبِيع
ମୁହମ୍ମଦଙ୍କ ନୂର ଆଲୋକିତ ହେଲା
ଯେବେ ରବି-ଉଲ୍-ଅୱଲ ମାସର ଆଗମନ ହେଲା
يَا لَهُ مَوْلُودْ مُمَجَّدْ
صَانَهُ اللهُ الْسَّمِيع
ଆହା, କି ଏକ ମହିମାମୟ ନବଜାତ!
ସର୍ବଶ୍ରୋତା ଆଲ୍ଲାହ ତାଙ୍କୁ ସୁରକ୍ଷିତ ରଖିଲେ
لَيْلَةُ الإِثْنَيْنِ وَضَعَتْ
آمِنَةْ خَيْرَ الأَنَام
ସୋମବାର ରଜନୀରେ ଜନ୍ମ ଦେଲେ
ଆମିନା ସୃଷ୍ଟିର ସର୍ବଶ୍ରେଷ୍ଠ ମାନବଙ୍କୁ
مَعْ طُلُوعِ الْفَجْرِ سَمِعَتْ
أَنَّهُ وُلِدَ الْشَّفِيعْ
ଉଷାକାଳର ଉଦୟ ସହିତ ଶୁଣାଗଲା
ଯେ ମାନବଜାତିର ସୁପାରିଶକାରୀ ଜନ୍ମ ନେଇଛନ୍ତି