مَلَكَنِي هَوَاكُمْ عَذَّبَنِي
ତୁମ ପ୍ରେମ ମୋତେ ବଶୀଭୂତ କରିଛି ଓ ଯନ୍ତ୍ରଣା ଦେଇଛି।
Or
الـلَّـهْ الـلَّـهْ الـلَّـهْ الـلَّـهْ يَـا مَـوْلَانَـا
لَا بُـدَّ مِـن فَـنَـاء الْـمُـلْـكُ يَـبْـقَـى لِـلَّـه
ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ହେ ଆମର ମାଲିକ!
ବିନାଶ ଅନିବାର୍ଯ୍ୟ; ସମସ୍ତ ସାମ୍ରାଜ୍ୟ କେବଳ ଅଲ୍ଲାହଙ୍କ ପାଇଁ ରହିବ
مَـلَـكَـنِـي هَـوَاكُـمْ عَـذَّبَـنِـي
وَزَادَنِـي شَـوْقًا وَ قَـلَـقَا
ଆପଣଙ୍କ ପ୍ରେମ ମୋତେ ବଶ କରିଛି ଓ ଯନ୍ତ୍ରଣା ଦେଇଛି
ଏହା ମୋର ତୃଷ୍ଣା ଓ ବ୍ୟାକୁଳତାକୁ ବଢ଼ାଇ ଦେଇଛି
الـلَّـهْ الـلَّـهْ الـلَّـهْ الـلَّـهْ يَـا مَـوْلَانَـا
لَا بُـدَّ مِـن فَـنَـاء الْـمُـلْـكُ يَـبْـقَـى لِـلَّـه
ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ହେ ଆମର ମାଲିକ!
ବିନାଶ ଅନିବାର୍ଯ୍ୟ; ସମସ୍ତ ସାମ୍ରାଜ୍ୟ କେବଳ ଅଲ୍ଲାହଙ୍କ ପାଇଁ ରହିବ
الْـنَّـوَى وَالْـبَـيْـنُ أَقْـلَـقَـنِـي
وَغَـشِـيَ الْـقَـلْـبُ وَ إِحْـتَـرَقَ
ଏହି ଦୂରତା ଓ ବିଚ୍ଛେଦ ମୋତେ ଅସ୍ଥିର କରିଦେଇଛି
ଏବଂ ମୋ ହୃଦୟ ଆଚ୍ଛାଦିତ ହୋଇ ଅଗ୍ନିରେ ଦଗ୍ଧ ହେଉଛି
الـلَّـهْ الـلَّـهْ الـلَّـهْ الـلَّـهْ يَـا مَـوْلَانَـا
لَا بُـدَّ مِـن فَـنَـاء الْـمُـلْـكُ يَـبْـقَـى لِـلَّـه
ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ହେ ଆମର ମାଲିକ!
ବିନାଶ ଅନିବାର୍ଯ୍ୟ; ସମସ୍ତ ସାମ୍ରାଜ୍ୟ କେବଳ ଅଲ୍ଲାହଙ୍କ ପାଇଁ ରହିବ
بِـثَـوْبِ رِضَـاكُـمْ كَـفِّـنُـونِـي
بِـبَـابِ حِمَاكُمْ أَلْـحِـدُونِـي
ଆପଣଙ୍କ ସନ୍ତୋଷର ବସ୍ତ୍ରରେ ମୋତେ କଫନ୍ ଦିଅନ୍ତୁ
ଏବଂ ଆପଣଙ୍କ ଦ୍ୱାରର ଚୌକାଠରେ ମୋତେ ସମାଧି ଦିଅନ୍ତୁ
الـلَّـهْ الـلَّـهْ الـلَّـهْ الـلَّـهْ يَـا مَـوْلَانَـا
لَا بُـدَّ مِـن فَـنَـاء الْـمُـلْـكُ يَـبْـقَـى لِـلَّـه
ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ଅଲ୍ଲାହ, ହେ ଆମର ମାଲିକ!
ବିନାଶ ଅନିବାର୍ଯ୍ୟ; ସମସ୍ତ ସାମ୍ରାଜ୍ୟ କେବଳ ଅଲ୍ଲାହଙ୍କ ପାଇଁ ରହିବ
وَاكْـتُـبُـوا عَـلَى قَـبْـرِي وَرَقَـةْ
هَـذَا مُـحِـبٌّ قَـدِ احْـتَـرَقْ
ମୋ ସମାଧି ଉପରେ ଏକ କ୍ଷୁଦ୍ର ପତ୍ର ଲେଖିଦିଅନ୍ତୁ
"ଏ ହେଉଛି ସେହି ପ୍ରେମିକ ଯିଏ ବିରହରେ ଜଳିଯାଇଛି"