رَبِّي خَلَقْ طَه مِنْ نُورْ
ମୋ ପ୍ରଭୁ ତାହାଙ୍କୁ ଜ୍ୟୋତିରୁ ସୃଷ୍ଟି କଲେ।
Or
رَبِّي خَلَقْ طَه مِنْ نُورْ فِيهْ اِحْتِرَامْ
نَادَاهُ أَقْبِلْ يَامُخْتَارْ أَنْتَ اْلأَمِينْ
ମୋ ପ୍ରଭୁ ତାହାଙ୍କୁ ସମ୍ମାନର ଜ୍ୟୋତିରୁ ସୃଷ୍ଟି କରିଛନ୍ତି
ତାଙ୍କୁ ସେ ଡାକିଲେ, "ହେ ମନୋନୀତ, ଆଗକୁ ଆସ, ତୁମେ ହିଁ ବିଶ୍ୱସ୍ତ"
لَمَّاارْتَقَى الْبَيْتَ الْمَعْمُورْ صَلّى إِمَامْ
وَقَدْ دَنَا مِنْ رَبِّهِ الْبَاهِي الْجَلِيلْ
ଯେବେ ସେ ବାଇତୁଲ୍ ମାମୁରକୁ ଆରୋହଣ କରି ଇମାମ ଭାବେ ପ୍ରାର୍ଥନା କଲେ
ସେ ନିଜର ଜ୍ୟୋତିର୍ମୟ ଓ ମହିମାମୟ ପ୍ରଭୁଙ୍କ ନିକଟତର ହେଲେ
إِنْ رُمْتَ أَنْ تَحْظى بِالْحُورْ يَوْمَ الْزِّحَامْ
صَلِّى عَلَى بَاهِي اْلأَنْوَارْ عَيْنِ الْيَقِينْ
ଯଦି ତୁମେ ସେହି ମହାପ୍ରଳୟର ଭିଡ଼ରେ ସ୍ୱର୍ଗୀୟ ହୁରଙ୍କୁ ପାଇବାକୁ ଚାହୁଁଛ
ତେବେ ସେହି ଜ୍ୟୋତିର୍ମୟ ଓ ପୂର୍ଣ୍ଣ ସତ୍ୟର ସ୍ୱରୂପଙ୍କ ଉପରେ ଦରୁଦ ପାଠ କର