بُورِكْتِ يَا أُمَّ الْحَسَنَيْن
ଧନ୍ୟା ତୁମେ, ହେ ହସନ୍ ଓ ହୁସେନ୍‌ଙ୍କ ମାତା
Or
بُورِكْتِ يَا أُمَّ الْحَسَنَيْن
يَا فَاطِمَةْ الْزَّهْرَاءْ
ଆପଣ ଧନ୍ୟ ହେ ଦୁଇ ହସନଙ୍କ ମାତା
ହେ ଫାତିମା ଅଲ୍-ଜୋହରା
يَا آمِنَةْ يَا أُمَّ الزَّيْنْ
يَا حَامِلَةْ الْبُشْرَى
ହେ ଆମିନା ହେ ସୁନ୍ଦରତମଙ୍କ ଜନନୀ
ହେ ଶୁଭ ସମ୍ବାଦର ବାହକ
وَالسِّتِّ زَيْنَبْ نُورِ الْعَيْنْ
وَخَدِيجَةَ الْكُبْرَى
ଏବଂ ସୟିଦା ଜୈନବ ନୟନର ମଣି
ଏବଂ ମହୀୟସୀ ଖଦିଜା
صَلُّوا عَلَى عَبْدِ اللهْ
مَنْ قَدْ أَتَى بِكِتَابِ اللهْ
ଆଲ୍ଲାଙ୍କ ସେବକଙ୍କ ଉପରେ ଦରୁଦ ପଢନ୍ତୁ
ଯିଏ ଆଲ୍ଲାଙ୍କ ପବିତ୍ର ଗ୍ରନ୍ଥ ଆଣିଛନ୍ତି
وَمَنْ بِهِ قَدْ أَسْرَى اللهْ
سُبْحَانَ مَنْ أَسْرَى
ଯାହାଙ୍କୁ ଆଲ୍ଲା ନୈଶ୍ୟ ଯାତ୍ରା କରାଇଲେ
ପବିତ୍ର ସେହି ସତ୍ତା ଯିଏ ଯାତ୍ରା କରାଇଲେ
صَلُّوا عَلَى صَحْبِ الْمُخْتَارْ
رَسُولِنَا الْأَعْظَمْ
ମୁସ୍ତଫାଙ୍କ ସହଚରଙ୍କ ଉପରେ ଦରୁଦ ପଢନ୍ତୁ
ଆମର ସର୍ବଶ୍ରେଷ୍ଠ ରସୁଲ
حَيُّوا عَليٍ خَيْرَ الْأَبْرَارْ
إِمَامَنَا الْأَكْرَمْ
ପୁଣ୍ୟାତ୍ମାଙ୍କ ମଧ୍ୟରେ ଶ୍ରେଷ୍ଠ ଅଲୀଙ୍କୁ ସଲାମ ଜଣାଅ
ଆମର ସମ୍ମାନିତ ଇମାମ
وَعَلَى الْحُسَيْنْ نُورِ الْأَنْوَارْ
يَا سَعْدَ مَنْ سَلَّمْ
ଏବଂ ହୁସେନଙ୍କ ଉପରେ ଯିଏ ନୂରର ଜ୍ୟୋତି
ଧନ୍ୟ ସେହି ବ୍ୟକ୍ତି ଯିଏ ସଲାମ ପଠାଏ
يَا أَهْلَ بَيْتِ الْمُصْطَفَى
عَلَيْكُمْ اَلْسَّلَامْ
ହେ ମୁସ୍ତଫାଙ୍କ ପରିବାରର ସଦସ୍ୟଗଣ
ଆପଣଙ୍କ ଉପରେ ଶାନ୍ତି ବର୍ଷିତ ହେଉ
أَهْلَ الْأَمَانَةْ وَالْوَفَا
وَالْخَيْرِ وَالْإِكْرَامْ
ଆପଣ ବିଶ୍ୱାସ ଓ ନିଷ୍ଠାର ଅଧିକାରୀ
ଏବଂ ମଙ୍ଗଳ ଓ ସମ୍ମାନର ପ୍ରତୀକ