صَـلْـوا عَـلَـى الْـزَّيْـنِ
ଅଲ୍ଲାହ ହେ ଅଲ୍ଲାହ, ସେହି ସୁନ୍ଦର ଜଣକଙ୍କ ଉପରେ ରହମତ ବର୍ଷଣ କରନ୍ତୁ।
Or
اَلـلَّـهُ يَـا اَلـلَّـه
صَـلْـوا عَـلَـى الْـزَّيْـنِ
ଆଲ୍ଲା ହେ ଆଲ୍ଲା
ସେହି ପବିତ୍ର ସୁନ୍ଦରଙ୍କ ଉପରେ ଦରୁଦ୍ ପଢ଼ନ୍ତୁ
طَـاطَـا الْـقَـمَـرْلِأَحْـمَـد
وَانْـشَـقَّ نِـصْـفَـيْـنِـى
ଚନ୍ଦ୍ର ଅହମ୍ମଦଙ୍କ ପାଇଁ ନଇଁଗଲା
ଏବଂ ଦୁଇ ଫାଳ ହୋଇ ବିଭକ୍ତ ହୋଇଗଲା
أَبُـو بَـكْـرُ يَـا صِـدِّيـقْ
صَـاحِـبِ الْـنَّـبِـى وَرَفِـيـق
ହେ ଆବୁ ବକର ସିଦ୍ଦୀକ
ଆପଣ ନବୀଙ୍କ ସହଚର ଓ ଅନ୍ତରଙ୍ଗ ବନ୍ଧୁ
بِرُوحُهْ فَدَاهْ فِي الضِّيقْ
مِـنْ لَـدْغَـةِ الْـنِّـيـنِـى
ସଙ୍କଟ ସମୟରେ ନିଜ ପ୍ରାଣକୁ ଉତ୍ସର୍ଗ କଲେ
ସେହି ସର୍ପର ଦଂଶନରୁ ରକ୍ଷା କରିବାକୁ
لَـمَّـا عُـمَـرْ أَسْـلَـم
فَـرِحَ الْـنَّـبِـى وَتَـبَـسَّـم
ଯେତେବେଳେ ଉମର ଇସଲାମ ଗ୍ରହଣ କଲେ
ନବୀ ପ୍ରସନ୍ନ ହେଲେ ଏବଂ ସ୍ମିତହାସ୍ୟ କଲେ
تَـبَـاشَـرَ الْإِسْـلَام
بِـدُخُـولِـهْ فِـي الْـدِّيـنِـى
ଇସଲାମ ଜଗତରେ ଖୁସିର ଲହରୀ ଖେଳିଗଲା
ଧର୍ମରେ ତାଙ୍କର ଆଗମନ ଯୋଗୁଁ
عُـثْـمَـانُ يَـا عُـثْـمَـان
يَـا جَـامِـعَ الْـقُـرْءَان
ହେ ଉସମାନ, ହେ ଉସମାନ
ହେ ପବିତ୍ର କୁରଆନର ସଂଗ୍ରହକାରୀ
صِـهْـرِ الْـنَّـبِـى الْـعَـدْنَـان
زَوَّجَـهُ بِـنْـتَـيْـنِـى
ଆଦନାନୀ ନବୀଙ୍କର ସେହି ଜାମାତା
ଯିଏ ତାଙ୍କର ଦୁଇ କନ୍ୟାଙ୍କୁ ବିବାହ କରିଥିଲେ
عَـلِـىُّ يَـا كَـرَّار
سَـيْـفُـكَ طَـوِيـل بَـتَّـار
ହେ ଅଲୀ, ହେ ବୀର କର୍ରାର
ଆପଣଙ୍କ ଖଡ଼୍ଗ ଅତ୍ୟନ୍ତ ଦୀର୍ଘ ଏବଂ ତୀକ୍ଷ୍ଣ
يَـا هَـازِمَ الْـكُـفَّـار
قَـتَـلَ الْـمَـلَاعِـيـنِـى
ହେ ଅଧର୍ମୀମାନଙ୍କୁ ପରାଜିତ କାରୀ
ଯିଏ ଅଭିଶପ୍ତମାନଙ୍କୁ ସଂହାର କଲେ
جَـاتُـهْ الْـمُـرَبِّـيَـةْ
حَـلِـيـمَـةْ الْـسَّـعْـدِيَّـة
ତାଙ୍କ ନିକଟକୁ ପାଳିକା ମାତା ଆସିଲେ
ହଲିମା ସାଦିୟା ଯାହାଙ୍କ ପରିଚୟ
قَـالَـتْ وَهَـبُـوةْ لِـيَـا
يَـا رَبِّ هَـنِّـيـنِـى
ସେ କହିଲେ, "ଏହି ଶିଶୁଟିକୁ ମୋତେ ପ୍ରଦାନ କର"
"ହେ ମୋର ପ୍ରଭୁ, ମୋତେ ସୌଭାଗ୍ୟଶାଳୀ କର"
جَـالُـه الْـجَـمَـل جَـالُـه
يَـزْحَـف عَـلَـى عِـقَـالُـه
ଓଟଟି ତାଙ୍କ ନିକଟକୁ ଧାଇଁ ଆସିଲା
ନିଜ ଆଣ୍ଠୁରେ ଭରା ଦେଇ ଘୋଷାରି ହୋଇ
لَـمَّـا جَـالُـه جَـمَـالُـه
سَـلِّـم عَـلَـى الـزَّيْـنِـى
ଯେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଦର୍ଶନ କଲା
ସେହି ସୁନ୍ଦରଙ୍କ ଉପରେ ସଲାମ ପଠାନ୍ତୁ